ନଦାନ୍ ଛବିଶ୍ୱା Nadān chhabiṡwā

  • ଦେ. ବି — ଅତି ଶୋଚନୀୟ ଓ ଅକଥନୀୟ ଅବସ୍ଥା — A very wretched or miserable condition
  • ଦେ. ବି — ଅତି ଗରିବ ଅବସ୍ଥା — Condition of extreme poverty
  • ଦେ. ବିଣ — ଅତି ଗରିବ — Very poor