ନଥି ତଲବି ଏଫିଡ଼େବିଟ୍ Nathi talabi ephiḍebiṭ

  • ଦେ. ବି. (କଚିରିଆ ଭାଷା) (ହି. ନତ୍ଥ; ଆ. ତଲବ; ଇଂ. ଏଫିଡେଭିଟ୍) — କୌଣସି ମକଦ୍ଦମାର ପକ୍ଷମାନେ ସ୍ଥାନା— ନ୍ତରରୁ କୌଣସି ନଥି ତଲବ କରିବା ପାଇଁ ହାକିମଙ୍କ ନିକଟରେ ପ୍ରର୍ଥନା କଲେ ଉକ୍ତ ପ୍ରାର୍ଥନା ସଙ୍ଗେ ପକ୍ଷଠାରୁ ନିଆଯିବା ହଲପାନ୍ ସୁକୃତି ପତ୍ର — Affidavit or sworn statement required to be filed by a party who files a petition for calling for a certain record from another Court