ନଥି ତଲବ(ବି) Nathi talaba(bi)
- ଦେ. ବି. (କଚିରିଆ) (ହି. ନଥି+ତଲବ) — ଅଦାଲତରେ କୌଣସି ମକଦ୍ଦମା ବିଚାର— ବେଳେ ଅନ୍ୟ ଅଦାଲତ ଆଦିରୁ କିମ୍ବା ସେହି ଅଦାଲତରୁ ଏ ମକଦ୍ଦମା ପ୍ରମାଣ ନିମିତ୍ତ କୌଣସି ସରକାରୀ ନଥି ଉପସ୍ଥାପିତ ହେବା ନିମନ୍ତେ ଆଦେଶ — Calling for a certain public record or part of a rebuant record from another place during the trial of a case
- ଦେ. ବି. (କଚିରିଆ) (ହି. ନଥି+ତଲବ) — [ଦ୍ର—କୌଣସି ପକ୍ଷ ନଥି ତଲବ କରିବାକୁ ହାକିମଙ୍କ ପାଖେ ଦରଖାସ୍ତ କଲେ ପ୍ରାର୍ଥିତ ନଥି ବିଚାର ଅଦାଲତକୁ ଅଣାଯିବା ପାଇଁ ଉକ୍ତ ପକ୍ଷକୁ ନିର୍ଦ୍ଧାରିତ ଫିସ୍ (ତଲବାନା) ଦାଖଲ କରିବାକୁ ପଡ଼େ।]