ନତାଙ୍ଗୀ Natāṅgī

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ନତ+ଅଙ୍ଗ+ସ୍ତ୍ରୀ. ଈ) — ଅବନତାଙ୍ଗୀ; ସ୍ତନଭାରରେ ଆନତା (ଯୁବତୀ) — (a young woman) With stooping limbs; with body bent down with the weight of big breasts