ନତାଂଶ Natāṁṡa

  • ସଂ. ବି. — ନତଭାଗ (ଦେଖ) — Nata bhāga (See)
  • ସଂ. ବି. — (ଜ୍ୟୋତିଷ) ଏକ ବୃତ୍ତ, ଯହିଁର କେନ୍ଦ୍ର ଭୂକେନ୍ଦ୍ରରେ କଳ୍ପିତ ଓ ଯାହା ବିଷୁବତ୍ ରେଖା ଉପରେ ଲମ୍ବଭାବରେ ରହେ (ଏହି ବୃତ୍ତ ଗୃହ ନକ୍ଷତ୍ରମାନଙ୍କର ଅବସ୍ଥିତି ନିର୍ଣ୍ଣୟ ପାଇଁ କଳ୍ପିତ ହୁଏ—ହି. ଶ.) — (Astronomy) An imaginary circle cutting the equinox at right angles