ନତି Nati
- ସଂ. ବି. (ନାମ ଧାତୁ+ଭାବ. ତି) — ନମନ; ନଇଁବା — Bending; stooping
- ସଂ. ବି. (ନାମ ଧାତୁ+ଭାବ. ତି) — ନମ୍ରତା — Pliability; flexibility
- ସଂ. ବି. (ନାମ ଧାତୁ+ଭାବ. ତି) — ନମସ୍କାର — Bowing; obeisance; a bow
- ସଂ. ବି. (ନାମ ଧାତୁ+ଭାବ. ତି) — ବକ୍ରତା — Crookedness; curvature
- ସଂ. ବି. (ନାମ ଧାତୁ+ଭାବ. ତି) — ଆକର୍ଷଣ — Attraction
- ସଂ. ବି. (ନାମ ଧାତୁ+ଭାବ. ତି) — (ବ୍ୟାକରଣ) ବ୍ୟାକରଣର ନିୟମ ଅନୁସାରେ ଦନ୍ତ୍ୟ— ବର୍ଣ୍ଣର ଜିହ୍ୱୋଚ୍ଚାରିତ ବର୍ଣ୍ଣରୂପେ ପରିବର୍ତ୍ତନ — (grammer) The change of a dental into a lingual letter (Apte)
- ସଂ. ବି. (ନାମ ଧାତୁ+ଭାବ. ତି) — ଜ୍ୟୋତିଷର ଏକପ୍ରକାର ଗଣନା (ହି. ଶବ୍ଦସାଗର) — (astronomy) Parallax in latitude (Apte)