ନତବ୍ରତ Nata brata

  • ସଂ. ବି. — ବ୍ରତବିଶେଷ — A religious observance
  • ସଂ. ବି. — ହେମନ୍ତ ଦେଖିଣ ଊଷତ, ସକଳେ କଲେ ନତବ୍ରତ। ଜଗନ୍ନାଥ. ଭାଗବତ।
  • ସଂ. ବି. — [ଦ୍ର—ଏହି ବ୍ରତ 1 ମାସ କରାଯାଏ। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପେ ପାଇବା ପାଇଁ ଏ ବ୍ରତ କରିଥିଲେ। ଏଥିରେ ଶୁଦ୍ଧପୂତ ଭାବରେ ଦୁର୍ଗାଙ୍କୁ ଆରାଧନା କରି ହବିଷ୍ୟ କରାଯାଏ।] — [ଦ୍ର—ଏହି ବ୍ରତ1ମାସ କରାଯାଏ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପେ ପାଇବା ପାଇଁ ଏ ବ୍ରତ କରିଥିଲେ ଏଥିରେ ଶୁଦ୍ଧପୂତ ଭାବରେ ଦୁର୍ଗାଙ୍କୁ ଆରାଧନା କରି ହବିଷ୍ୟ କରାଯାଏ]