ନତପଞ୍ଚମୀ Nata pan̄chamī

  • ସଂ. ବି — ଆଶ୍ୱିନ ମାସର ଶୁକ୍ଳପଞ୍ଚମୀ — The 5th day of the bright fortnight of Āṡwina
  • ସଂ. ବି — [ଦ୍ର—ଏହି ଦିନ ଦୁର୍ଗାଙ୍କର ଶାରଦୀୟ ପଞ୍ଚଦିନ ପୂଜାରମ୍ଭ ହୁଏ।]