ନତଜାନୁ Natajānu

  • ସଂ. ବିଣ. (ବହୁବ୍ରୀହି; ନତ+ଜାନୁ) — ଯେ ଜଙ୍ଘ ଉପରେ ଭରା ଦେଇ ବା ଆଣ୍ଠୋଇ କରି ବସିଥାଏ; ଆଣ୍ଠୁମାଡ଼ି ବସିଥିବା — Kneeling