ନଣନ୍ଦ ପୋଟଳା(ଳି) Naṇanda poṭaḻā(ḻi)

  • ଦେ. ବି. (ସଂ. ନନନ୍ଦା ଓ ପୋଟଳ=ପୁଡ଼ା) — କନ୍ୟା ବର ଘରକୁ ପ୍ରଥମେ ଆସି ପହଞ୍ଚିବା ସମୟରେ ବରଙ୍କ ଭଉଣୀଙ୍କୁ ଦେବା ବସ୍ତ୍ରାଦି ଉପଢ଼ୌକନ — The present of cloth etc given to the husband's sister by the bride when first entering the husband's house
  • ଦେ. ବି. (ସଂ. ନନନ୍ଦା ଓ ପୋଟଳ=ପୁଡ଼ା) — [ଦ୍ର—କନ୍ୟା ପ୍ରଥମେ ବର ଘରେ ପ୍ରବେଶ କରିବାବେଳେ ନଣନ୍ଦ ତାକୁ ଓଗାଳେ। ସେ ବସ୍ତ୍ରାଦି ଉପଢ଼ୌକନ ପାଇଲେ କନ୍ୟାର ମୁହଁରେ ଟିକିଏ ଦହି ଲଗାଇ ଦେଇ ତାକୁ ଆଲିଙ୍ଗନ କରେ ଓ ବାଟ ଛାଡ଼ି ଦିଏ।
  • ଦେ. ବି. (ସଂ. ନନନ୍ଦା ଓ ପୋଟଳ=ପୁଡ଼ା) — ଭାଉଜ ନଣନ୍ଦ ପାଇଁ ସିନ୍ଦୁର, ଫରୁଆ, ପାନିଆଁ, କାଚ, ଅଳତା ଆଦି ଯେଉଁ ଛୋଟ ପେଡ଼ିରେ ଆଣି ଥାଏ ତାହା ଓ ତହିଁ ସହିତ ଥିବା ବସ୍ତ୍ର ଖଣ୍ଡ ନଣନ୍ଦ ପୋଟଳି ନାମରେ ଖ୍ୟାତ। ]