ନଟ୍ (ଧାତୁ) Naṭ (root)

  • ସଂ. — ନୃତ୍ୟ କରିବା — To dance
  • ସଂ. — ଦୀପ୍ତି ପାଇବା — To shine
  • ସଂ. — ବଧ କରିବା — To kill
  • ସଂ. — ଅଭିନୟ କରିବା — To act
  • ସଂ. — ଅଧଃପତିତ ହେବା — To drop down