ନଟ ଯୋଷିତା Naṭa j̄oshitā

  • ଦେ. ବି. ସ୍ତ୍ରୀ (ନଟ+ଯୋଷିତ୍) — ନଟନାରୀ— ନଟୀ — A fenmale dancer
  • ଦେ. ବି. ସ୍ତ୍ରୀ (ନଟ+ଯୋଷିତ୍) — ବେଶ୍ୟା — Harlot; prostitute
  • ଦେ. ବି. ସ୍ତ୍ରୀ (ନଟ+ଯୋଷିତ୍) — ବିଳୋହୁ ମୋତେ ଯେମନ୍ତ ନଟଯୋଷିତା—ଭଞ୍ଜ. ବୈଦେହୀଶବିଳାସ>