ନଟ ନାରାୟଣ Naṭa nārāyaṇa

  • ସଂ. ବି — ସଙ୍କର ରାଗିଣୀବିଶେଷ — Name of a composite musical air
  • ସଂ. ବି — [ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ। ଏଥିରେ ସବୁ ଶୁଦ୍ଧ ସ୍ୱର ଲାଗେ। ହେମନ୍ତ ଋତୁରେ ରାତି 21 ଦଣ୍ଡଠାରୁ 26 ଦଣ୍ଡ ପର୍ଯ୍ୟନ୍ତ ଏହା ଗେୟ। ହନୁମାନଙ୍କ ମତରେ ଏହା ମେଘରାଗର ଓ ଭରତଙ୍କ ମତରେ ଏହା ଦୀପରାଗର ପୁତ୍ର। ହି. ଶବ୍ଦସାଗର।] — [ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ ଏଥିରେ ସବୁ ଶୁଦ୍ଧ ସ୍ୱର ଲାଗେ ହେମନ୍ତ ଋତୁରେ ରାତି21ଦଣ୍ଡଠାରୁ26ଦଣ୍ଡ ପର୍ଯ୍ୟନ୍ତ ଏହା ଗେୟ ହନୁମାନଙ୍କ ମତରେ ଏହା ମେଘରାଗର ଓ ଭରତଙ୍କ ମତରେ ଏହା ଦୀପରାଗର ପୁତ୍ର ହି. ଶବ୍ଦସାଗର]