ନଚିକେତାଃ Nachiketāḥ

  • ସଂ. ବି. (ନଚିକେତସ୍ ଶବ୍ଦ 1 ମା. 1 ବ) — ଅଗ୍ନି — Fire
  • ସଂ. ବି. (ନଚିକେତସ୍ ଶବ୍ଦ 1 ମା. 1 ବ) — ବେଦୋକ୍ତ ଋଷିବିଶେଷ — Name of a sage
  • ସଂ. ବି. (ନଚିକେତସ୍ ଶବ୍ଦ 1 ମା. 1 ବ) — [ଦ୍ର—ଏ ବାଜଶ୍ରବା ଋଷିଙ୍କ ପୁତ୍ର ଥିଲେ । ବାଜଶ୍ରବା ଋଷି ଥରେ ଯଜ୍ଞର ଦକ୍ଷିଣାପାଇଁ ସର୍ବସ୍ୱ ଦାନ କଲେ । ଏହି ସମୟରେ ନଚିକେତାଃ ପିତାଙ୍କୁ ଏକାଧିକ ଥର ପଚାରିଲେ ମୋତେ କାହାକୁ ଦାନ କଲ ? ପିତା ବିରକ୍ତ ହୋଇ କହିଲେ 'ତୋତେ ମୃତ୍ୟୁକୁ ଦାନ କଲି' । ଏହା ଶୁଣି ନଚିକେତାଃ ମୃତ୍ୟୁଙ୍କଠାକୁ ଗଲେ ଓ ସେଠାରେ 3 ଦିନ ନିରାହାର ରହି ମୃତ୍ୟୁଙ୍କଠାରୁ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଲେ—ହି. ଶ. ।] — [ଦ୍ର—ଏ ବାଜଶ୍ରବା ଋଷିଙ୍କ ପୁତ୍ର ଥିଲେ ବାଜଶ୍ରବା ଋଷି ଥରେ ଯଜ୍ଞର ଦକ୍ଷିଣାପାଇଁ ସର୍ବସ୍ୱ ଦାନ କଲେ ଏହି ସମୟରେ ନଚିକେତାଃ ପିତାଙ୍କୁ ଏକାଧିକ ଥର ପଚାରିଲେ ମୋତେ କାହାକୁ ଦାନ କଲ ? ପିତା ବିରକ୍ତ ହୋଇ କହିଲେ 'ତୋତେ ମୃତ୍ୟୁକୁ ଦାନ କଲି' ଏହା ଶୁଣି ନଚିକେତାଃ ମୃତ୍ୟୁଙ୍କଠାକୁ ଗଲେ ଓ ସେଠାରେ3ଦିନ ନିରାହାର ରହି ମୃତ୍ୟୁଙ୍କଠାରୁ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଲେ—ହି. ଶ. ]