ନଗ୍ନାଜିତ୍ Nagnājit

  • ସଂ. ବି. (ନାମ) — ଶତପଥ ବ୍ରାହ୍ମଣରେ ଉଲ୍ଲିଖିତ ଗାନ୍ଧାର ଦେଶର ପ୍ରାଚୀନ ରାଜା — 1. Name of an ancient King of Gāndhāra (modern Kandahar)
  • ସଂ. ବି. (ନାମ) — କୋଶଳର ଏକ ପ୍ରାଚୀନ ରାଜା — Name of an ancient King of Koṡaḻa
  • ସଂ. ବି. (ନାମ) — [ଦ୍ର—ଏହାଙ୍କ କନ୍ୟା ସତ୍ୟା ବା ନାଗ୍ନଜିତୀଙ୍କ ସଙ୍ଗେ ଶ୍ରୀକୃଷ୍ଣ ବିବାହ କରିଥିଲେ। ହି. ଶବ୍ଦସାଗର। ]