ନଗର ନିବାସ Nagara nibāsa

  • ସଂ. ବି — (ମ. ପ. ଲୋ; କର୍ମଧା; ନଗର+ନିବାସ) ମଫସଲବାସୀ ବଡ଼ଲୋକଙ୍କର ସହରରେ ଥିବା ଅଟ୍ଟାଳିକା ବା ବାସଭବନ — Town residence of a country magnate
  • ସଂ. ବି — ନଗରରେ ବାସ କରିବା — Living in a city; taking up one's residence in a town