ନଗର କୀର୍ତ୍ତନ Nagara Kīrttana

  • ସଂ. ବି. (ମ. ପ. ଲୋ. କର୍ମଧା; ନଗର+କୀର୍ତ୍ତନ) — ହରିନାମ ସଂକୀର୍ତ୍ତନ କରି ଶୋଭାଯାତ୍ରା ପୂର୍ବକ ନଗରର ରାଜପଥମାନଙ୍କରେ ବୁଲିବା — The act of walking through the streets of a town in a procession chanting hymns