ନଗଦାନଗଦ Nagadānagada

  • ବୈଦେ. ବିଣ (ଆ. ନକ୍ଦ) ସଙ୍ଗେ ସଙ୍ଗେ ଦିଆଯିବା — Paid in cash
  • ବୈଦେ. ବିଣ (ଆ. ନକ୍ଦ) ଅଳ୍ପକାଳ ପୂର୍ବେ ଘଟିଥିବା — Recent
  • ବୈଦେ. ବିଣ (ଆ. ନକ୍ଦ) ସମସାମୟିକ; ସଙ୍ଗେ ସଙ୍ଗେ ଘଟିବା — Simultaneous
  • ଦେ. କ୍ରି. ବିଣ — ନଗଦ (ଦେଖ) — Nagada (See)