ନଗଦାତ୍ Nagadāt

  • ବୈଦେ. ବିଣ — ସଙ୍ଗେ ସଙ୍ଗେ ମୂଲ୍ୟ ଦିଆଯିବା; ନଗଦାନଗଦି — Paid in cash
  • ବୈଦେ. ବିଣ — ନଗଦାତ ଖରିଦ ଛା଼ଡ଼ି ସମସ୍ତ ଜମିଦାର ବେଠିରେ ଅନେକ ଜିନିସ ଦେଇଥିଲେ— ଫକୀରମୋହନ. ଛମାଣଆଠଗୁଣ୍ଠ