ନଖରାୟୁଧ Nakharāyudha
- ସଂ. ବି. (ବହୁବ୍ରୀହି; ନଖର+ ଆୟୁଧ) — ସିଂହ — Lion
- ସଂ. ବି. (ବହୁବ୍ରୀହି; ନଖର+ ଆୟୁଧ) — ବ୍ୟାଘ୍ର — Tiger
- ସଂ. ବି. (ବହୁବ୍ରୀହି; ନଖର+ ଆୟୁଧ) — ଯେଉଁ ପଶୁମାନଙ୍କର ନଖର ଅଛି — Beasts having sharp claws; beasts of prey
- ସଂ. ବି. (ବହୁବ୍ରୀହି; ନଖର+ ଆୟୁଧ) — ଯେଉଁ ପକ୍ଷୀମାନଙ୍କର ନଖର ଅଛି — Birds having talons; birds of prey
- ସଂ. ବି. (ବହୁବ୍ରୀହି; ନଖର+ ଆୟୁଧ) — କୁକୁଡ଼ା — A cock
- ସଂ. ବି. (ବହୁବ୍ରୀହି; ନଖର+ ଆୟୁଧ) — (ରୂପକ କର୍ମଧା; ନଖର+ ଆୟୁଧ)—ନଖର ବା ତୀକ୍ଷ୍ଣ ନଖରୂପ ଅସ୍ତ୍ର — Nails utilised as weapon of offence and defence
- ସଂ. ବିଣ. ପୁଂ — ଯାହାର ନଖ ଅସ୍ତ୍ରସ୍ୱରୂପ — Armed with claws