ନଖଗୁଚ୍ଛଫଳା Nakhaguchchhaphaḻā

  • ସଂ. ବି. (ବହୁବ୍ରୀହି; ନଖ+ ଗୁଚ୍ଛ+ ଫଳ, ଯାହାର ଫଳଗୁଚ୍ଛ ନଖଗୁଚ୍ଛପରି) — ଏକପ୍ରକାର ଶିମ୍ବ (ହି. ଶବ୍ଦସାଗର) — A kind of bean