ନଖ ରଞ୍ଜନୀ Nakha ran̄janī

  • ସଂ. ବି. ସ୍ତ୍ରୀ. (ନଖ ରଞ୍ଜନ+ ସ୍ତ୍ରୀ. ଈ; ଯାହାଦ୍ୱାରା ନଖରଞ୍ଜନ କରାଯାଏ) — ନହୁରୁଣୀ — An instrument for paring the nails; nail-clipper
  • ସଂ. ବି. ସ୍ତ୍ରୀ. (ନଖ ରଞ୍ଜନ+ ସ୍ତ୍ରୀ. ଈ; ଯାହାଦ୍ୱାରା ନଖରଞ୍ଜନ କରାଯାଏ) — ମେହେନ୍ଦୀ ଗଛ (ଦେଖ) — Mehendī tree (See)
  • ସଂ. ବି. ସ୍ତ୍ରୀ. (ନଖ ରଞ୍ଜନ+ ସ୍ତ୍ରୀ. ଈ; ଯାହାଦ୍ୱାରା ନଖରଞ୍ଜନ କରାଯାଏ) — ହରଗଉରା ଗଛ (ଦେଖ) — Haragaurā tree (See)