ନଖ ବାଳ ଛାଡ଼ିବା Nakha bāḻa chhāṟḍ̠ibā

  • ଦେ. କ୍ରି — କୌଣସି ଦେବତାଙ୍କଠାରେ ମାନସିକ କରି ବହୁକାଳ ନଖ ଓ ବାଳ ନ କଟାଇବା — To let one's hair and nails grow for a long time (in connection with some religious vow)
  • ଦେ. କ୍ରି — ନଖ ବାଳ ଛାଡ଼ି ଭାଲୁଏ କେତେ ଯୋଗୀ ହେଲେଣି—ଢଗ।