ନଖ ପଚେଇବା Nakha pacheibā

  • ଦେ. କ୍ରି — ମେହେନ୍ଦୀ ବା ମଞ୍ଜୁଆତି ବା ହରଗଉରା ଆଦିଦ୍ୱାରା ନଖକୁ ରଞ୍ଜିତ କରିବା — To dye one's nails with certain pigments