ନକଡ଼ା ଛକଡ଼ା କରିବା Nakaṟḍ̠ā chhakaṟḍ̠ā karibā
- ଦେ. କ୍ରି — ତୃଣବତ ଗଣନା କରିବା; ତୁଚ୍ଛ ମନେ କରିବା — To treat with scorn
- ଦେ. କ୍ରି — ମୂଲ୍ୟହୀନ ପଦାର୍ଥ ପରି ବ୍ୟବହାର କରିବା — To deal with a thing as if it is of no value
- ଦେ. କ୍ରି — ଅପମାନିତ କରିବା — To insult; to humiliate