ନକ୍ଷତ୍ର ନେମି Nakshatra nemi

  • ସଂ. ବି. (ନକ୍ଷତ୍ର+ନେମି=ପରିଧି) — ଚନ୍ଦ୍ର — The moon
  • ସଂ. ବି. (ନକ୍ଷତ୍ର+ନେମି=ପରିଧି) — ବିଷ୍ଣୁଙ୍କର ନାମ — A name of Bishṇu
  • ସଂ. ବି. (ନକ୍ଷତ୍ର+ନେମି=ପରିଧି) — ଧ୍ରୁବତାରା — The polestar; Polaris
  • ସଂ. ବି. (ନକ୍ଷତ୍ର+ନେମି=ପରିଧି) — ରେବତୀ ନକ୍ଷତ୍ର — The 27th lunar mansion