ନକ୍ତାନ୍ଧ Naktāndha

  • ସଂ. ବିଣ. ପୁଂ (ନକ୍ତ+ଅନ୍ଧ) — ଯାହାକୁ ରାତିରେ ବା ଅନ୍ଧାରରେ ଜାଲୁଜାଲୁଆ ଦିଶେ; ଅନ୍ଧାରକଣା; ରାତିକଣା — Moon-blind; (a person) who suffers from nyctalopia; blind by night