ନକ୍ତମାଳ Naktamāḻa

  • ସଂ. ବି (ନକ୍ତଂ=ରାତିରେ+ଆ+ଅଳ୍ ଧାତୁ=ଭୂଷିତ କରିବା+ଅ; ରାତିରେ ଫୁଲ ଫୁଟିବାରୁ) — କରଞ୍ଜ ଗଛ — A kind of tree; Galidupa Arborea