ନକ୍ତଭୋଜୀ Naktabhojī

  • ସଂ. ବିଣ. ପୁଂ (ନକ୍ତ+ଭୁଜ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ଦିନରେ ଉପବାସ ରହି ରାତିରେ ଭୋଜନ କରେ; ନକ୍ତବ୍ରତଧାରୀ — Taking meals at night
  • ସଂ. ବି — ପେଚା — Owl
  • ସଂ. ବି — ବାଦୁଡ଼ି — Bat