ନକେଇବା Nakeibā

  • ଗ୍ରା. କ୍ରି (ଭାତ) ଅତିରିକ୍ତ ପରିମାଣରେ ସିଦ୍ଧ ହୋଇ ନରମ ହେବା; ଲକେଇବା; ଯାଉଆ ହେବା — (rice) To become over boild and softened; to become gruelly