ନକୁଳାନ୍ଧ ରୋଗ Nakuḻāndha roga

  • ସଂ. ବି — ସୁଶ୍ରୁତ ଅନୁସାରେ ଚକ୍ଷୁର ରୋଗବିଶେଷ, ଯହିଁରେ ମନୁଷ୍ୟର ଆଖି ନେଉଳ ଅଖି ଭଳି ନାଲି ହୁଏ ଓ ବସ୍ତୁମାନ ରଙ୍ଗ ବେରଙ୍ଗ ଦେଖା ଯାଏ — A kind of eys-disease