ନକୁଳୀ Nakuḻī
- ସଂ. ବି. ସ୍ତ୍ରୀ (ନକୁଳ+ସ୍ତ୍ରୀ+ଈ) — ମାଈ ନେଉଳ — A female ichneumon
- ସଂ. ବି. ସ୍ତ୍ରୀ (ନକୁଳ+ସ୍ତ୍ରୀ+ଈ) — କୁକ୍କୁଟୀ — A hen
- ସଂ. ବି. ସ୍ତ୍ରୀ (ନକୁଳ+ସ୍ତ୍ରୀ+ଈ) — କୁଙ୍କୁମ — Saffron
- ସଂ. ବି. ସ୍ତ୍ରୀ (ନକୁଳ+ସ୍ତ୍ରୀ+ଈ) — ଜଟାମାଂସୀ — A kind of herb, Hedysarum
- ସଂ. ବି. ସ୍ତ୍ରୀ (ନକୁଳ+ସ୍ତ୍ରୀ+ଈ) — ଶଂଖିନୀ ନାମକ ବନୌଷଧି (ହି. ଶବ୍ଦସାଗର) — A medicinal plant