ନକିହଂସ Nakihaṁsa
- ଦେ. ବି — ହଂସଜାତୀୟ ବୃହତ୍ ପକ୍ଷିବିଶେଷ — The comb-duck; Sarcidiornis Melanotus
- ଦେ. ବି — [ଦ୍ର—ଏହାର ମୁଣ୍ଡ ଧଳା, ମାତ୍ର ତହିଁରେ କଳାକଳା ଫୁଟି— ଫୁଟିକା ଦାଗ ଥାଏ। ଅଣ୍ଡିରା ଚଢ଼େଇର ମୁଣ୍ଡରେ ଚର୍ମର ଚୂଡ଼ାଥାଏ। ଏମାନଙ୍କୁ ବଡ଼ବଡ଼ ଜଳାଶୟରେ ଅଳ୍ପ ସଂଖ୍ୟରେ ଦଳ ବାନ୍ଧି ଚରିବାର ଦେଖାଯାଏ।]