ନକିଞ୍ଚନ Nakin̄chana

  • ସଂ. ବିଣ. ପୁଂ (ନ+କିଞ୍ଚନ; ବହୁବ୍ରୀହି) — ଅକିଞ୍ଚନ — Of no importance
  • ସଂ. ବିଣ. ପୁଂ (ନ+କିଞ୍ଚନ; ବହୁବ୍ରୀହି) — ହେୟ — Negligible
  • ସଂ. ବିଣ. ପୁଂ (ନ+କିଞ୍ଚନ; ବହୁବ୍ରୀହି) — ଅତି ଦରିଦ୍ର — Very poor