ନକଲ ରଖିବା

  • ଦେ. କ୍ରି. — କୌଣସି ଲେଖାର ବା ବହିର ପ୍ରତିଲିପି ଆପଣା ନିକଟରେ ସାଇତିବା।
  • ଦେ. କ୍ରି. — [ଦ୍ର—ଏହିପରି ନୋଟ୍ ରଖିବା, ଟିପା ରଖିବା।]