ନକଲ କରିବା Nakala karibā
- ଦେ. କ୍ରି. — ଥଟ୍ଟା କରିବା — To jest
- ଦେ. କ୍ରି. — ଛଇ ବାହାର କରିବା — To make a sport
- ଦେ. କ୍ରି. — କାହାରିକୁ ଅନୁକରଣ କରି ଥଟା ବା ପରିହାସ କରିବା — To mimic; to redicule by imitating
- ଦେ. କ୍ରି. — ପ୍ରତିଲିପି କରିବା — To make a copy
- ଦେ. କ୍ରି. — ଅନୁକରଣ କରିବା — To imitate