ନକଠକ Nakaṭhaka

  • ଦେ. ଅ.—(ଆ. ନକଦ୍) ରୋକ୍ ଠୋକ୍; କୌଣସି ବିଷୟରେ ଶେଷ ମୀମାଂସା — Final decision
  • ଦେ. ଅ.—(ଆ. ନକଦ୍) ନରଦ କାରବାର — Cash transaction
  • ଦେ. ଅ.—(ଆ. ନକଦ୍) ସଙ୍ଗେ ସଙ୍ଗେ କୌଣସି ବିଷୟର ମୀମାଂସା — Prompt decision of any matter
  • ଦେ. ଅ.—(ଆ. ନକଦ୍) ନଗଦାନଗଦି — In cash
  • ଦେ. ଅ.—(ଆ. ନକଦ୍) ସଙ୍ଗେ ସଙ୍ଗେ — Then and there
  • ଦେ. ଅ.—(ଆ. ନକଦ୍) ଠିକ୍; ଯଥାର୍ଥ — Just; right
  • ଦେ. ଅ.—(ଆ. ନକଦ୍) ଅବିକଳ — Exact
  • ଦେ. ଅ.—(ଆ. ନକଦ୍) ଉପଯୁକ୍ତ; ଯୋଗ୍ୟ — Proper
  • ଦେ. ଅ.—(ଆ. ନକଦ୍) ବାଦବିବାଦ — Dispute; wrangling