ନକଟ Nakaṭa

  • ଦେ. ବି. (ସଂ. ନକ୍ତକ=ଲେଙ୍କଡ଼ା କନା) — ଟିକିଏ; ଅତି ଅଳ୍ପ ମାତ୍ରା — A minute quantity
  • ଦେ. ବି. (ସଂ. ନକ୍ତକ=ଲେଙ୍କଡ଼ା କନା) — (ନକଟକ; ନକଟେ—ଅନ୍ୟରୂପ)
  • ଦେ. ବି. (ସଂ. ନକ୍ତକ=ଲେଙ୍କଡ଼ା କନା) — କନ୍ଥା; ଚିରାକନା — Rag
  • ବିଣ — ବକଟେ; ଅତି ଛୋଟ; କ୍ଷୁଦ୍ର — Very small; a little
  • ବିଣ — ଚିରା; ଲେଙ୍କଡ଼ା (କନା) — Ragged; torn