ନକଉଡ଼ିଆ Nikauṟḍ̠iā

  • ଦେ. ବିଣ — ନିର୍ଦ୍ଧନ; କପର୍ଦକ ହୀନ — Poor; pennyless
  • ଦେ. ବିଣ — ମୂଲ୍ୟହୀନ — Of no value
  • ଦେ. ବିଣ — ମାଗଣା — Gratuitous
  • ବି — ଧନହୀନ ବ୍ୟକ୍ତି — Poor man
  • ବି — ନିକଉଡ଼ିଆଏ ଥାଆନ୍ତି ଦୂରେ। ପ୍ରାଚୀ. ପରଚେ ଗୀତା।