ନଉଡ଼ି ଖେଳ Nauṟḍ̠i kheḻa

  • ଦେ. ବି. (ସଂ. ଲଗୁଡ଼ ଓ ଖେଳ) — ଦୋଳପୂର୍ଣ୍ଣିମା ସମୟରେ ଗଉଡ଼ମାନେ ବାଡ଼ି ଧରି ଯେଉଁ ଖେଳ ଖେଳନ୍ତି — A play with sticks played by cowherds during the Doḻaj̄ātrā festival