ନଉସନ୍ଧା Nausandhā

  • ଗ୍ରା ବିଣ. (ଫା. ନବୀସିନ୍ଦାହ୍= ଲେଖକ); (ଫଳିତାର୍ଥ) ନିପୁଣ; ଚତୁର — Skilful; clever
  • ଗ୍ରା. (ବୈଦେ.) ବି. (କଚିରିଆ; ଫା. ନବୀସ୍; ନବୀ— ସିନ୍ଦାହ୍) ଦଲିଲର ଲେଖକ — The scribe or write of a document