ନଉସନ୍ଧାଧିକ Nausandhādhika

  • ଦେ. ବିଣ—(ଫା. ନବୀସିନ୍ଦାହ୍+ସଂ. ଅଧିକ) — ଖୁବ୍ ନିପୁଣ; ଚତୁର; ପଟୁ — Very clever or skilful
  • ଦେ. ବିଣ—(ଫା. ନବୀସିନ୍ଦାହ୍+ସଂ. ଅଧିକ) — ନ କହିଲୁତ କନକ, ନିନ୍ଦା ନଉସନ୍ଧାଧିକ, ଗଉରାଙ୍ଗୀ ଶୁଣି କି ବୋଇଲାରେ। କବିସୂର୍ଯ୍ୟ. ରତ୍ନାକର ଚମ୍ପୁ.ଞ ଗୀତ ।
  • ଦେ. ବିଣ—(ଫା. ନବୀସିନ୍ଦାହ୍+ସଂ. ଅଧିକ) — [ଦ୍ର—ଏ ପଦରେ କନକନିନ୍ଦାନଉସନ୍ଧାଧିକଗଉରାଙ୍ଗୀର ଅର୍ଥ ଯେଉଁ ନାଗରୀର ଅଙ୍ଗର ଗୌରବର୍ଣ୍ଣ କନକ ବା ସୁନାକୁ ନିନ୍ଦା କରିବାରେ ପଟୁ ଅଟେ, ଅର୍ଥାତ ଯେଉଁ ସ୍ତ୍ରୀ ଗୌରବର୍ଣ୍ଣରେ ସୁନାକୁ ନିନ୍ଦା କରୁଛି ବା ଜିଣିଛି ।]