ନଉଲି Nauli

  • ଦେ. ବିଣ. (ସଂ. ନବ; ନବଳ; ପୁଂ. ନବଳା ସ୍ତ୍ରୀ) — ନବୀନ; ଲଉଲି — New
  • ଦେ. ବିଣ. (ସଂ. ନବ; ନବଳ; ପୁଂ. ନବଳା ସ୍ତ୍ରୀ) — ଯୁବା (ବୟସ) — Youthful; young (age)
  • ଦେ. ବିଣ. (ସଂ. ନବ; ନବଳ; ପୁଂ. ନବଳା ସ୍ତ୍ରୀ) — (ସ୍ତ୍ରୀ)—ଯୁବତୀ (ସ୍ତ୍ରୀ) — Young (Woman)
  • ଦେ. ବି. ସ୍ତ୍ରୀ — ଯୁବତୀ ସ୍ତ୍ରୀ — A young damsel