ନଉରୋଜ୍ Nauroj
- ବୈଦେ. ବି. (ଆ. ନଓ ଓ ଫା. ରୋଜ୍=ନବବର୍ଷ; ମୁସଲ— ମାନଙ୍କ ସନର ପ୍ରଥମ ଦିବସ) — ଆକବର ବାଦଶାହାଙ୍କ ଦ୍ୱାରା ଅନୁଷ୍ଠିତ ଉତ୍ସବବିଶେଷ — 1. A festival indroduced to India by Emperor Akbar on the Mahomedan new year's day
- ବୈଦେ. ବି. (ଆ. ନଓ ଓ ଫା. ରୋଜ୍=ନବବର୍ଷ; ମୁସଲ— ମାନଙ୍କ ସନର ପ୍ରଥମ ଦିବସ) — ମୁସଲମାନଙ୍କ ନବବର୍ଷର ପ୍ରଥମ ଦିବସ — The new year's day of the Mahomedan year