ନଉରୁଣୀ Nauruṇī

  • ଦେ. ବି. (ସଂ. ନଖରଞ୍ଜନୀ) — ନହୁରୁଣୀ; ଭଣ୍ଡାରିଙ୍କର ନଖ କାଟିବା ଶସ୍ତ୍ରବିଶେଷ — A nail-clipper used by barbers