ନଉବତ୍ Naubat

  • ବୈଦେ . ବି (ଫା. ନୌବତ୍=ସମୟ,ପାଳି; ଯାହା ରାଜଦ୍ୱାରରେ ନିର୍ଦ୍ଦିଷ୍ଟ ସମୟରେ ବାଦିତ ହୁଏ।) — ନହବତ; ଡେମ୍ଫନାଗରା; ଯୋଡ଼ି ନାଗରା — Kettle-drums beaten in pairs periodically everyday at the gate of kings and rich people
  • ବୈଦେ . ବି (ଫା. ନୌବତ୍=ସମୟ,ପାଳି; ଯାହା ରାଜଦ୍ୱାରରେ ନିର୍ଦ୍ଦିଷ୍ଟ ସମୟରେ ବାଦିତ ହୁଏ।) — ହୋଇଲା ପ୍ରାଭାତିକ ନଉବତ ଶୁଭିଲା ବନ୍ଦୀବୃନ୍ଦ ସ୍ତୁତିବାଦ । କବିସୂର୍ଯ୍ୟ. ଚନ୍ଦ୍ରକଳା।
  • ବୈଦେ . ବି (ଫା. ନୌବତ୍=ସମୟ,ପାଳି; ଯାହା ରାଜଦ୍ୱାରରେ ନିର୍ଦ୍ଦିଷ୍ଟ ସମୟରେ ବାଦିତ ହୁଏ।) — [ଦ୍ର—ଏହା ପ୍ରତ୍ୟହ ନିର୍ଦ୍ଦିଷ୍ଟ ସମୟରେ ଦେବମନ୍ଦିର ଓ ରାଜଦ୍ୱାର ସମ୍ମୁଖରେ ଓ ଅନ୍ୟ ସ୍ଥାନରେ ଉତ୍ସବ ଓ ମଙ୍ଗଳ କର୍ମ ଉପଲକ୍ଷରେ ବଜାଯାଏ। ନଉବତ୍ ସଙ୍ଗେ ମହୁରୀ ମଧ୍ୟ ବଜାଯାଏ ।]