ନଉତି Nauti
- ଦେ. ବି — ବଡ଼ ମାଟି ହାଣ୍ଡି — Big earthen pot
- ଦେ. ବି — ଶୁଣି ମୁଁ ଉଷତ ହୋଇଲି ନଉତି ନିକଟକୁ ନେଲି । ଭୂପତି. ପ୍ରେମପଞ୍ଚାମୃତ।
- ଦେ. ବି — ଶସ୍ୟ ମାପିବା ପାତ୍ରବିଶେଷ; ଗଉଣୀ — A standard measure for corn
- ଦେ. ବି — [ଦ୍ର—ବିଭିନ୍ନ ଅଞ୍ଛଳରେ ଭିନ୍ନ ଭିନ୍ନ ପରିମାଣର ନଉତି ବ୍ୟବହୃତ ହୁଏ ; ଯଥା— 3 ସେରିଆ, 4 ସେରିଆ, 5 ସେରିଆ, 3 ସେରିଆ ଇତ୍ୟାଦି ।] — [ଦ୍ର—ବିଭିନ୍ନ ଅଞ୍ଛଳରେ ଭିନ୍ନ ଭିନ୍ନ ପରିମାଣର ନଉତି ବ୍ୟବହୃତ ହୁଏ ; ଯଥା—3ସେରିଆ,4ସେରିଆ,5ସେରିଆ,3ସେରିଆ ଇତ୍ୟାଦି ]
- ପ୍ରାଦେ. (ଗଞ୍ଜାମ) ବି — 4 ଗୌଣୀର ମାପ — 4ଗୌଣୀର ମାପ— A standard measure of 4 Gauṇis