ନଉକରାନ୍ Naukarān

  • ବୈଦେ ବି (ଫା. ବହୁବଚନ) — ଚାକରମାନେ — Servants
  • ଦେ. ବିଣ — ଚାକର ସମ୍ବନ୍ଧୀୟ — Relating to servants
  • ଦେ. ବିଣ — ଚାକିରୀ ସମ୍ବନ୍ଧୀୟ — Relating to service
  • ଦେ. ବିଣ — (ଯଥା—ନଉକରାନ୍ ଜାଗିରି।)