ନଉକର (ଇତ୍ୟାଦି) Naukara (etc)

  • ବୈଦେ. ବି. ପୁଂ (ଫା. ନୌକର୍) — ନୌକର ଇତ୍ୟାଦି (ଦେଖ) — Naukara etc, (See)
  • ବୈଦେ. ବି. ପୁଂ (ଫା. ନୌକର୍) — ନଉକର ଗଣେ ଜଣେ କରି ମୋତେ ଅନୁକ୍ଷଣେ ରଖିବାକୁ x x — କବିସୂର୍ଯ୍ୟ ରତ୍ନାକର ଚମ୍ପୂ।