ନଈ ବାଲି Naī bāli

  • ଦେ. ବି. (ସଂ. ନଦୀ ଓ ବାଲୁକା) — ନଦୀର ବାଲୁକା — Sand of a river
  • ଦେ. ବି. (ସଂ. ନଦୀ ଓ ବାଲୁକା) — ବସି ଖାଇଲେ ନଈ ବାଲି ସରେ—ପ୍ରବଚନ।